ଅବତାରିବା Abatāribā

  • ଦେ. କ୍ରି. (ସଂ. ଅବତାର) — ଅବତରିବା (ଦେଖ) — Abataribā (See)
  • ଦେ. କ୍ରି. (ସଂ. ଅବତାର) — ଉତ୍ତାରିଦେବା; କୌଣସି ବସ୍ତୁ ବା ବ୍ୟକ୍ତିକୁ ଉପରୁ ତଳକୁ ଓହ୍ଲାଇ ଦେବା — To cause to get down; to let down; to bring down