ଅବଦାତ Abadāta
- ସଂ. ବି. (ଅବ+ଦୈ ଧାତୁ=ଶୁଭ୍ର ହେବା+କର୍ମ. ତ) — ଶ୍ୱେତବର୍ଣ୍ଣ — White colour
- ସଂ. ବି. (ଅବ+ଦୈ ଧାତୁ=ଶୁଭ୍ର ହେବା+କର୍ମ. ତ) — ପୀତବର୍ଣ୍ଣ — Yellow colour
- ସଂ. ବିଣ — ଶ୍ୱେତ — white
- ସଂ. ବିଣ — ନିର୍ମଳ — Clean; spotless
- ସଂ. ବିଣ — ସୁନ୍ଦର; ମନୋଜ୍ଞ — Beautiful
- ସଂ. ବିଣ — ବିଶୁଦ୍ଧ — pure