ଅବଧ୍ୱଂସ Abadhwaṁsa
- ସଂ. ବି (ଅବ=ସମ୍ପୂର୍ଣ୍ଣ+ଧ୍ୱଂସ) — ବିଧ୍ୱଂସ; ବିନାଶ — Destruction; extinction
- ସଂ. ବି (ଅବ=ସମ୍ପୂର୍ଣ୍ଣ+ଧ୍ୱଂସ) — ତ୍ୟାଗ; ପରିହାର — Abandonment; forsaking
- ସଂ. ବି (ଅବ=ସମ୍ପୂର୍ଣ୍ଣ+ଧ୍ୱଂସ) — ନିନ୍ଦା; ପରିବାଦ — Blame; condemnation
- ସଂ. ବି (ଅବ=ସମ୍ପୂର୍ଣ୍ଣ+ଧ୍ୱଂସ) — ପ୍ରସ୍ଥାନ; ଗମନ — Going away