ଅବନତନାସିକ Abanatanāsika

  • ସଂ. ବିଣ. ପୁଂ (ବହୁବ୍ରୀହି; ଅବନତ+ନାସିକା) — ଯାହାର ନାକ ଚେପ୍ଟା; ଚେପ୍ଟାନାକା — Flat-nosed