ଅବନତ Abanata

  • ସଂ. ବିଣ (ଅବ=ନିମ୍ନ+ନମ ଧାତୁ+କର୍ତ୍ତୃ. ତ) — ତଳ ଆଡ଼କୁ ନଇଁ ଥିବା — Bent downwards; drooping
  • ସଂ. ବିଣ (ଅବ=ନିମ୍ନ+ନମ ଧାତୁ+କର୍ତ୍ତୃ. ତ) — ଅବନତିପ୍ରାପ୍ତ — Deteriorated
  • ସଂ. ବିଣ (ଅବ=ନିମ୍ନ+ନମ ଧାତୁ+କର୍ତ୍ତୃ. ତ) — ତଳ ଆଡ଼କୁ ଲମ୍ବମାନ ବା ଝୁଲୁଥିବା — Hanging down
  • ସଂ. ବିଣ (ଅବ=ନିମ୍ନ+ନମ ଧାତୁ+କର୍ତ୍ତୃ. ତ) — ପ୍ରଣତ; ନମସ୍କାର କଲାବେଳେ ତଳଆଡ଼କୁ ନଇଁଥିବା (ମସ୍ତକ) — (head) Bent down; bowing
  • ସଂ. ବିଣ (ଅବ=ନିମ୍ନ+ନମ ଧାତୁ+କର୍ତ୍ତୃ. ତ) — ବିନୀତ; ବିନମ୍ର — Humble
  • ସଂ. ବି (ଅବ+ନମ୍+ଭାବ. ତ) — ଅବନତି (ଦେଖ) — Abanati (See)