ଅବଧ୍ୱସ୍ତ Abadhwasta

  • ସଂ. ବିଣ (ଅବ+ଧ୍ୱନ୍ସ ଧାତୁ+କର୍ମ. ତ) — ବିଧ୍ୱସ୍ତ; ବିନଷ୍ଟ — Destroyed
  • ସଂ. ବିଣ (ଅବ+ଧ୍ୱନ୍ସ ଧାତୁ+କର୍ମ. ତ) — ତ୍ୟକ୍ତ — Forsaken; abandoned
  • ସଂ. ବିଣ (ଅବ+ଧ୍ୱନ୍ସ ଧାତୁ+କର୍ମ. ତ) — ନିନ୍ଦିତ — Condemned
  • ସଂ. ବିଣ (ଅବ+ଧ୍ୱନ୍ସ ଧାତୁ+କର୍ମ. ତ) — ପ୍ରସ୍ଥିତ — Gone away