ଅବଧୃତ Abadhṛuta

  • ସଂ. ବିଣ (ଅବ+ଧୂ ଧାତୁ+କର୍ମ. ତ) — ସ୍ଥିରୀକୃତ — Ascertained
  • ସଂ. ବିଣ (ଅବ+ଧୂ ଧାତୁ+କର୍ମ. ତ) — ସଙ୍କଳ୍ପିତ — Determined
  • ସଂ. ବିଣ (ଅବ+ଧୂ ଧାତୁ+କର୍ମ. ତ) — ନିଶ୍ଚିତ — Certain
  • ସଂ. ବିଣ (ଅବ+ଧୂ ଧାତୁ+କର୍ମ. ତ) — ଶ୍ରୁତ — Heard
  • ସଂ. ବିଣ (ଅବ+ଧୂ ଧାତୁ+କର୍ମ. ତ) — ଶିକ୍ଷିତ — Learnt
  • ସଂ. ବିଣ (ଅବ+ଧୂ ଧାତୁ+କର୍ମ. ତ) — ବୁଝା ଯାଇଥିବା — Understood
  • ସଂ. ବି — (ସାଙ୍ଖ୍ୟଦର୍ଶନ) ଜ୍ଞାନେନ୍ଦ୍ରିୟଗଣ — (Sāṅkhya philosophy) The organs of sense