ଅବଧୂତ Abadhūta

  • ସଂ. ବିଣ. (ଅବ+ଧୂ ଧାତୁ=କମ୍ପିବା+କର୍ମ. ତ) — ଆନ୍ଦୋଳିତ; କମ୍ପିତ — Shaken
  • ସଂ. ବିଣ. (ଅବ+ଧୂ ଧାତୁ=କମ୍ପିବା+କର୍ମ. ତ) — ଉଦ୍ବେଳିତ — Agitated
  • ସଂ. ବିଣ. (ଅବ+ଧୂ ଧାତୁ=କମ୍ପିବା+କର୍ମ. ତ) — ଚାଳିତ — Moved
  • ସଂ. ବିଣ. (ଅବ+ଧୂ ଧାତୁ=କମ୍ପିବା+କର୍ମ. ତ) — ପ୍ରସାରିତ — Extended
  • ସଂ. ବିଣ. (ଅବ+ଧୂ ଧାତୁ=କମ୍ପିବା+କର୍ମ. ତ) — ପରିତ୍ୟକ୍ତ — Forsaken; abandoned
  • ସଂ. ବିଣ. (ଅବ+ଧୂ ଧାତୁ=କମ୍ପିବା+କର୍ମ. ତ) — ଅଭିଭୂତ — Pervaded
  • ସଂ. ବିଣ. (ଅବ+ଧୂ ଧାତୁ=କମ୍ପିବା+କର୍ମ. ତ) — ଅଭିହତ; ଆହତ — Struck
  • ସଂ. ବିଣ. (ଅବ+ଧୂ ଧାତୁ=କମ୍ପିବା+କର୍ମ. ତ) — ପଦଦଳିତ — Trodden
  • ସଂ. ବିଣ. (ଅବ+ଧୂ ଧାତୁ=କମ୍ପିବା+କର୍ମ. ତ) — ଅବମାନିତ — Insulted
  • ସଂ. ବିଣ. (ଅବ+ଧୂ ଧାତୁ=କମ୍ପିବା+କର୍ମ. ତ) — ତିରସ୍କୃତ — Chidden
  • ସଂ. ବିଣ. (ଅବ+ଧୂ ଧାତୁ=କମ୍ପିବା+କର୍ମ. ତ) — ଅନାଦୃତ; ଉପେକ୍ଷିତ — Disregarded
  • ସଂ. ବିଣ. (ଅବ+ଧୂ ଧାତୁ=କମ୍ପିବା+କର୍ମ. ତ) — ସଂସାରମାୟାମୁକ୍ତ