ଅବଧୂତାନୀ Abadhūtānī
- ସଂ. ବି. ସ୍ତ୍ରୀ. (ଅବଧୂତ+ସ୍ତ୍ରୀ. ଆନୀ) — ଅବଧୂତଦୀକ୍ଷା ଗ୍ରହଣକାରିଣୀ ସନ୍ନ୍ୟାସିନୀ — A female anchorite of the Abadhūta sect
- ସଂ. ବି. ସ୍ତ୍ରୀ. (ଅବଧୂତ+ସ୍ତ୍ରୀ. ଆନୀ) — [ଦ୍ର—ଅବଧୂତମାନେ ପୁରୁଷମାନଙ୍କୁ ଦୀକ୍ଷା ଦିଅନ୍ତି ଓ ଅବଧୂତା- ମାନେ ସ୍ତ୍ରୀମାନଙ୍କୁ ଦୀକ୍ଷା ଦିଅନ୍ତି।]
- ସଂ. ବି. ସ୍ତ୍ରୀ. (ଅବଧୂତ+ସ୍ତ୍ରୀ. ଆନୀ) — ଭବାନୀ; ଦୁର୍ଗା — Goddess Durgā
- ସଂ. ବି. ସ୍ତ୍ରୀ. (ଅବଧୂତ+ସ୍ତ୍ରୀ. ଆନୀ) — ଅବଧୂତ ସନ୍ନ୍ୟାସୀଙ୍କର ବୃତ୍ତି — The following of the teaching of the Abadhūta sect