ଅବଧ୍ୟ Abadhya

  • ସଂ. ବିଣ ପୁଂ (ଅ+ବଧ୍ୟ) — ଶାସ୍ତ୍ର ଓ ବ୍ୟବସ୍ଥା ଅନୁସାରେ ଯାହାକୁ ବଧ— କରିବା ଉଚିତ ନୁହେଁ — Not deserving to be killed
  • ସଂ. ବିଣ ପୁଂ (ଅ+ବଧ୍ୟ) — [ଦ୍ର—ଶାସ୍ତ୍ର ଅନୁସାରେ ଗୋ, ବ୍ରାହ୍ମଣ, ଗୁରୁଜନ, ଶିଶୁ, ସ୍ତ୍ରୀ, ଦୂତ, ରାଜା, ଶରଣାଗତ, ନିଦ୍ରିତ, ପଳାୟମାନ, ମୂର୍ଚ୍ଛିତ, ଶସ୍ତ୍ରତ୍ୟାଗୀ, ଯୋଦ୍ଧା, ଅତିଥି—ଏମାନେ ଅବଧ୍ୟ ଅଟନ୍ତି।]