ଅବଜ୍ଞେୟ Abajn̄eya

  • ସଂ. ବିଣ (ଅବ+ଜ୍ଞା ଧାତୁ+କର୍ମ. ଯ) — ଅବଜ୍ଞାର ପାତ୍ର; ଅନାଦରଣୀୟ — Fit to be disregarded or disesteemed
  • ସଂ. ବିଣ (ଅବ+ଜ୍ଞା ଧାତୁ+କର୍ମ. ଯ) — ଉପେକ୍ଷଣୀୟ — Negligible
  • ସଂ. ବିଣ (ଅବ+ଜ୍ଞା ଧାତୁ+କର୍ମ. ଯ) — ଘୃଣ୍ୟ — Centemptible; despicable