ଅବଜ୍ଞା Abajn̄ā
- ସଂ. ବି. (ଅବ=ଅପକୃଷ୍ଟ; ହେୟ+ଜ୍ଞା ଧାତୁ= ଜାଣିବା+ ଭାବ. ଅ+ଆ) — ଅବମାନନା; ଅପମାନ — Insult
- ସଂ. ବି. (ଅବ=ଅପକୃଷ୍ଟ; ହେୟ+ଜ୍ଞା ଧାତୁ= ଜାଣିବା+ ଭାବ. ଅ+ଆ) — ବେଖାତିର; ଉପେକ୍ଷା; ଅନାଦର — Disregard; slight; neglect
- ସଂ. ବି. (ଅବ=ଅପକୃଷ୍ଟ; ହେୟ+ଜ୍ଞା ଧାତୁ= ଜାଣିବା+ ଭାବ. ଅ+ଆ) — ତାଚ୍ଛଲ୍ୟ — Contempt
- ସଂ. ବି. (ଅବ=ଅପକୃଷ୍ଟ; ହେୟ+ଜ୍ଞା ଧାତୁ= ଜାଣିବା+ ଭାବ. ଅ+ଆ) — ତିରସ୍କାର — Reproach
- ସଂ. ବି. (ଅବ=ଅପକୃଷ୍ଟ; ହେୟ+ଜ୍ଞା ଧାତୁ= ଜାଣିବା+ ଭାବ. ଅ+ଆ) — ଆଜ୍ଞାଦିର ଲଙ୍ଘନ; ନ ମାନିବା — Disobedience of order
- ସଂ. ବି. (ଅବ=ଅପକୃଷ୍ଟ; ହେୟ+ଜ୍ଞା ଧାତୁ= ଜାଣିବା+ ଭାବ. ଅ+ଆ) — ସେବକ ମାତ୍ରକ କରି ପାରେ କେ ଅବଜ୍ଞା। ସାରଳାମହାଭାରତ. ବିରାଟ।
- ସଂ. ବି. (ଅବ=ଅପକୃଷ୍ଟ; ହେୟ+ଜ୍ଞା ଧାତୁ= ଜାଣିବା+ ଭାବ. ଅ+ଆ) — ଅସମ୍ମାନ — Disesteem