ଅବଜ୍ଞାତା Abajn̄ātā
- ସଂ. ବିଣ. ସ୍ତ୍ରୀ — (ଅବଜ୍ଞାତ+ସ୍ତ୍ରୀ. ଆ)—ଅବଜ୍ଞାତର ସ୍ତ୍ରୀଲିଙ୍ଗ — Feminine of Abajn̄āta
- ସଂ. ବିଣ. ସ୍ତ୍ରୀ — ପୁଂ. (ଅବ+ଜ୍ଞା ଧାତୁ+କର୍ତ୍ତୃ. ତୃ; 1 ମା. 1 ବ.)— ଅବଜ୍ଞାକାରୀ — ପୁଂ. (ଅବ+ଜ୍ଞା ଧାତୁ+କର୍ତ୍ତୃ. ତୃ;1ମା.1ବ.)— ଅବଜ୍ଞାକାରୀ—. Despising; insulting; disregarding; disobeying