ଅବଟକଚ୍ଛପ Abaṭakachchhapa

  • ସଂ. ବି (ମଧ୍ୟପଦଲୋପୀ; ଅବଟରେ ବାସକରୁଥିବା କଚ୍ଛପ) ଗାତରେ ଥିବା କଇଞ୍ଛ; ସଂସାର ବିଷୟରେ ଅନଭିଜ୍ଞ ବ୍ୟକ୍ତି (ତୁଳ—କୂପମଣ୍ଡୁକ) — A tortoise in a hole (said of an inexperienced man who has seen nothing of the world.) (M.W.)