ଅବଟ Abaṭa

  • ସଂ. ବି (ଅବ ଧାତୁ=ରକ୍ଷାକରିବା+ଅଧିକରଣେ. ଅଟେ; ଯହିଁରେ ପଶି ଶୃଗାଳାଦି ପ୍ରାଣୀ ନିଜକୁ ରକ୍ଷା କରନ୍ତି) — ଭୂଗର୍ଭରେ ଥିବା ଗାତ — Pit in the ground
  • ସଂ. ବି (ଅବ ଧାତୁ=ରକ୍ଷାକରିବା+ଅଧିକରଣେ. ଅଟେ; ଯହିଁରେ ପଶି ଶୃଗାଳାଦି ପ୍ରାଣୀ ନିଜକୁ ରକ୍ଷା କରନ୍ତି) — ଗର୍ତ୍ତ; ଗାତ — Hole
  • ସଂ. ବି (ଅବ ଧାତୁ=ରକ୍ଷାକରିବା+ଅଧିକରଣେ. ଅଟେ; ଯହିଁରେ ପଶି ଶୃଗାଳାଦି ପ୍ରାଣୀ ନିଜକୁ ରକ୍ଷା କରନ୍ତି) — ଦେହରେ ଖାଲ ହୋଇଥିବା କୌଣସି ଅଂଶ — Any depressed part of the body (M.W.)
  • ସଂ. ବି (ଅବ ଧାତୁ=ରକ୍ଷାକରିବା+ଅଧିକରଣେ. ଅଟେ; ଯହିଁରେ ପଶି ଶୃଗାଳାଦି ପ୍ରାଣୀ ନିଜକୁ ରକ୍ଷା କରନ୍ତି) — ଝରପୂଜା — Sinus (M.W.)
  • ସଂ. ବି (ଅବ ଧାତୁ=ରକ୍ଷାକରିବା+ଅଧିକରଣେ. ଅଟେ; ଯହିଁରେ ପଶି ଶୃଗାଳାଦି ପ୍ରାଣୀ ନିଜକୁ ରକ୍ଷା କରନ୍ତି) — ଦାନ୍ତରେ ହେବା ଗର୍ତ୍ତ — A hole in a tooth (M.W.)
  • ସଂ. ବି (ଅବ ଧାତୁ=ରକ୍ଷାକରିବା+ଅଧିକରଣେ. ଅଟେ; ଯହିଁରେ ପଶି ଶୃଗାଳାଦି ପ୍ରାଣୀ ନିଜକୁ ରକ୍ଷା କରନ୍ତି) — କୂପ — Well
  • ସଂ. ବି (ଅବ ଧାତୁ=ରକ୍ଷାକରିବା+ଅଧିକରଣେ. ଅଟେ; ଯହିଁରେ ପଶି ଶୃଗାଳାଦି ପ୍ରାଣୀ ନିଜକୁ ରକ୍ଷା କରନ୍ତି) — ଅକୃତ୍ରିମ ଗର୍ତ୍ତ — A natural pit
  • ସଂ. ବି (ଅବ ଧାତୁ=ରକ୍ଷାକରିବା+ଅଧିକରଣେ. ଅଟେ; ଯହିଁରେ ପଶି ଶୃଗାଳାଦି ପ୍ରାଣୀ ନିଜକୁ ରକ୍ଷା କରନ୍ତି) — କୃତିମ ଗାତ — A pit dug by man
  • ସଂ. ବି (ଅବ ଧାତୁ=ରକ୍ଷାକରିବା+ଅଧିକରଣେ. ଅଟେ; ଯହିଁରେ ପଶି ଶୃଗାଳାଦି ପ୍ରାଣୀ ନିଜକୁ ରକ୍ଷା କରନ୍ତି) — ବଟେ ଲଙ୍କା ଭୂସ୍ଥଳେ,ଅବଟେ ଲଙ୍କା ତଳେ ଜାତ ଜାତବେଦର ହୋମ— ଭଞ୍ଜ. ବୈଦେହୀଶବିଳାସ 46 । 7 — ବଟେ ଲଙ୍କା ଭୂସ୍ଥଳେ,ଅବଟେ ଲଙ୍କା ତଳେ ଜାତ ଜାତବେଦର ହୋମ— ଭଞ୍ଜ. ବୈଦେହୀଶବିଳାସ467
  • ସଂ. ବି (ଅବ ଧାତୁ=ରକ୍ଷାକରିବା+ଅଧିକରଣେ. ଅଟେ; ଯହିଁରେ ପଶି ଶୃଗାଳାଦି ପ୍ରାଣୀ ନିଜକୁ ରକ୍ଷା କରନ୍ତି) — ଶରୀରରେ ବ୍ରଣ ବା କ୍ଷତାଦିଜନିତ ଦାଗ — A scar or sore on the body
  • ସଂ. ବି (ଅବ ଧାତୁ=ରକ୍ଷାକରିବା+ଅଧିକରଣେ. ଅଟେ; ଯହିଁରେ ପଶି ଶୃଗାଳାଦି ପ୍ରାଣୀ ନିଜକୁ ରକ୍ଷା କରନ୍ତି) — ଐନ୍ଦ୍ରଜାଲିକ; କୁହକୀ — A sorcerer; magician