ଅବଜ୍ଞାତ Abajn̄āta
- ସଂ. ବିଣ. ପୁଂ. (ଅବ+ଜ୍ଞା ଧାତୁ+କର୍ମ. ତ) — ଅନାଦୃତ; ଅସମ୍ମାନିତ — Disesteemed
- ସଂ. ବିଣ. ପୁଂ. (ଅବ+ଜ୍ଞା ଧାତୁ+କର୍ମ. ତ) — ଅପମାନିତ — Insulted
- ସଂ. ବିଣ. ପୁଂ. (ଅବ+ଜ୍ଞା ଧାତୁ+କର୍ମ. ତ) — ଘୃଣିତ — Despised
- ସଂ. ବିଣ. ପୁଂ. (ଅବ+ଜ୍ଞା ଧାତୁ+କର୍ମ. ତ) — ତିରସ୍କୃତ — Rebuked
- ସଂ. ବିଣ. ପୁଂ. (ଅବ+ଜ୍ଞା ଧାତୁ+କର୍ମ. ତ) — ଲଙ୍ଘିତ — Disobeyed