ଅପ୍ରାଧୀ Aprādhī

  • ଗ୍ରା. ଓ ପ୍ରାଚୀନ ପଦ୍ୟ. ବିଣ. ପୁଂ ଓ ସ୍ତ୍ରୀ (ସଂ—ଅପରାଧୀ) — ଅପରାଧୀ — Offending
  • ଗ୍ରା. ଓ ପ୍ରାଚୀନ ପଦ୍ୟ. ବିଣ. ପୁଂ ଓ ସ୍ତ୍ରୀ (ସଂ—ଅପରାଧୀ) — ଦୋଷୀ — Guilty
  • ଗ୍ରା. ଓ ପ୍ରାଚୀନ ପଦ୍ୟ. ବିଣ. ପୁଂ ଓ ସ୍ତ୍ରୀ (ସଂ—ଅପରାଧୀ) — ପାପୀ — 1. Sinful
  • ଗ୍ରା. ଓ ପ୍ରାଚୀନ ପଦ୍ୟ. ବିଣ. ପୁଂ ଓ ସ୍ତ୍ରୀ (ସଂ—ଅପରାଧୀ) — ନାହିଁ ମହୀ ମଧ୍ୟେ ଅପ୍ରାଧୀ ତୁମ୍ଭ ପରି। କୃଷ୍ଣସିଂହ. ମହାଭାରତ, ସଭା।