ଅପ୍ରାକୃତ Aprākṛuta
- ସଂ. ବିଣ. (ଅ+ପ୍ରାକୃତ) — ଅସାଧାରଣ; ଅସମାନ୍ୟ — Uncommon; extraordinary
- ସଂ. ବିଣ. (ଅ+ପ୍ରାକୃତ) — ଅପ୍ରାକୃତ ପ୍ରେମମୂର୍ତ୍ତି ଜୟ ରାଧା ହରି। ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି।
- ସଂ. ବିଣ. (ଅ+ପ୍ରାକୃତ) — ଅସ୍ୱାଭାବିକ; ଅନୈସର୍ଗିକ — Unnatural; artificial
- ସଂ. ବିଣ. (ଅ+ପ୍ରାକୃତ) — ଯାହା ସାଧାରଣ କଥିତ ଭାଷାର ଅନ୍ତର୍ଗତ ନୁହେଁ — Not appertaining to the spoken language or vernacular
- ସଂ. ବିଣ. (ଅ+ପ୍ରାକୃତ) — ଅପ୍ରକୃତ; ଅବାସ୍ତବ — Unreal; not actual