ଅପ୍ରାପ୍ତ Aprāpata

  • ସଂ. ବିଣ. (ଅ+ପ୍ରାପ୍ତ) — ଅଲବ୍ଧ; ଯାହା ମିଳି ନାହିଁ — Not received; not attained
  • ସଂ. ବିଣ. (ଅ+ପ୍ରାପ୍ତ) — ଅନଧିଗତ; ଯାହାର ନିକଟରେ ଲୋକ ପହଞ୍ଚି ପାରି ନାହିଁ — Unreached
  • ଦେ. ବିଣ — ଅଲଭ୍ୟ; ଯାହା ମିଳେ ନାହିଁ — Not to be got