ଅପ୍ରାପ୍ତକାଳ Aprāptakāḻa

  • ସଂ. ବିଣ. (ବହୁବ୍ରୀହି; ଅ+ପ୍ରାପ୍ତ+କାଳ) — ଅସମୟୋଚିତ — Inopportune
  • ସଂ. ବିଣ. (ବହୁବ୍ରୀହି; ଅ+ପ୍ରାପ୍ତ+କାଳ) — ଆକାଳିକ — Untimely; unseasonable
  • ସଂ. ବିଣ. ପୁଂ — ଅପ୍ରାପ୍ତବୟସ୍କ; ନାବାଳକ — Minor