ଅପ୍ରାପତ Aprāpata

  • ଗ୍ରା. ଓ ପଦ୍ୟ. ବିଣ. (ସଂ. ଅପ୍ରାପ୍ତ) — ଅପ୍ରାପ୍ତ — Not received
  • ଗ୍ରା. ଓ ପଦ୍ୟ. ବିଣ. (ସଂ. ଅପ୍ରାପ୍ତ) — ଅଲଭ୍ୟ — Not available
  • ଗ୍ରା. ବି—(ସଂ. ଅପ୍ରାପ୍ତି) — ଅପ୍ରାପ୍ତି; ନ ପାଇବା; ଅଲାଭ — Non-receipt; not getting
  • ଗ୍ରା. ବି—(ସଂ. ଅପ୍ରାପ୍ତି) — ଅଭାବ — Want
  • ଗ୍ରା. ବି—(ସଂ. ଅପ୍ରାପ୍ତି) — ଏ ପ୍ରଜା ପୀଡ଼ିତ ଆରତେ। କ୍ଷୁଧିତ ଅନ୍ନ ଅପ୍ରାପତେ। ଜଗନ୍ନାଥ. ଭାଗବତ ୪ର୍ଥ।