ଅପ୍ରାକୃତିକ ସହବାସ Aprākṛutika sahabāsa

  • ସଂ. ବି. (ଆଧୁନିକପ୍ରୟୋଗ) — ଗୁହ୍ୟଦ୍ୱାର ବା ମୁଖବିବର ବା ପଶ୍ୱାଦି ଯୋନିରେ ସହବାସ ଆଦି ଅସ୍ୱାଭାବିକ ଉପାୟରେ କାମପ୍ରବୃତ୍ତି ଚରିତାର୍ଥକରଣ — Unnatural offence; sodomy
  • ସଂ. ବି. (ଆଧୁନିକପ୍ରୟୋଗ) — [ଦ୍ର—ଏହା ଭାରତୀୟ ଦଣ୍ଡବିଧି ଆଇନର ବିଧାନ ( 377 ଦଫା) ଅନୁସାରେ ଗୋଟିଏ ଗୁରୁତର ଅପରାଧ ଓ ଏଥିପାଇଁ ଦଣ୍ଡ ମଧ୍ୟ ଗୁରୁତର।] — [ଦ୍ର—ଏହା ଭାରତୀୟ ଦଣ୍ଡବିଧି ଆଇନର ବିଧାନ (377ଦଫା) ଅନୁସାରେ ଗୋଟିଏ ଗୁରୁତର ଅପରାଧ ଓ ଏଥିପାଇଁ ଦଣ୍ଡ ମଧ୍ୟ ଗୁରୁତର]