ଅପାଣିଆ Apāṇiā
- ଦେ. ବିଣ (ଅ+ପାନୀୟ) — (ଗଛ) ଯାହାର ମୂଳରେ ପାଣି ଦିଆଯାଇ ନାହିଁ — (plant) Unwatered
- ଦେ. ବିଣ (ଅ+ପାନୀୟ) — (ଗୋରୁ) ଯେଉଁ ବଳଦ ହଳ ବୁଲି ନ ନ ଥାଏ — (bullock) Not yet broken or trained to the plough
- ଦେ. ବିଣ (ଅ+ପାନୀୟ) — (ଲୁହା) ଯେଉଁ ଲୁହା ଜିନିଷକୁ ଗଢ଼ିଲାବେଳେ କମାର ଠିକ୍ ମତେ ପାଗଯୋଗ ଉଣ୍ତି ପାଣି ଦେଇ ନ ଥାଏ — (iron) Which has not been tempered
- ଦେ. ବିଣ (ଅ+ପାନୀୟ) — (ଦେବତା) ଯେଉଁ ଦେବତାଙ୍କୁ ନିତି ସେବକ ଠିକ୍ ମତେ ପାଣି ନ ଦିଏ — 5. (idol) Not daily bathed by any Sebaka
- ଦେ. ବିଣ (ଅ+ପାନୀୟ) — ଜଳବିହୀନ; ନିର୍ଜଳ — Waterless (country or place)