ଅପାଠ୍ୟ Apāṭhya

  • ସଂ. ବିଣ. (ଅ+ପଠ ଧାତୁ+କର୍ମ. ଯ) — ଅପଠନୀୟ — Unreadable
  • ସଂ. ବିଣ. (ଅ+ପଠ ଧାତୁ+କର୍ମ. ଯ) — ଯାହା ପଢ଼ି ହୁଏ ନାହିଁ — 2. Illegible
  • ସଂ. ବିଣ. (ଅ+ପଠ ଧାତୁ+କର୍ମ. ଯ) — ଯାହା ଅଶ୍ଳୀଳ ଥିବାରୁ ପଠନର ଯୋଗ୍ୟ ନୁହେ — Too obscene to be read