ଅପାଚ୍ୟ Apāchya

  • ସଂ. ବିଣ—(ଅ+ପଚ ଧାତୁ=ପାକ କରିବା+କର୍ମ. ଯ) — ଯାହା ପାକ କରା ଯାଇ ନ ପାରେ — Not fit to be cooked
  • ସଂ. ବିଣ—(ଅ+ପଚ ଧାତୁ=ପାକ କରିବା+କର୍ମ. ଯ) — ଯାହା ପାକଦ୍ୱାରା ସିଦ୍ଧ କରାଯାଇ ନ ପାରେ — Not capable of being boiled or cooked
  • ସଂ. ବିଣ—(ଅ+ପଚ ଧାତୁ=ପାକ କରିବା+କର୍ମ. ଯ) — ଯାହାକୁ ଜୀର୍ଣ୍ଣ କରା ଯାଇ ନ ପାରେ — Indigestible
  • ସଂ. ବିଣ—(ଅ+ପଚ ଧାତୁ=ପାକ କରିବା+କର୍ମ. ଯ) — (ଅପାଚ୍=ଦକ୍ଷିଣଦିଗ+ଯ)—ଅପାଚୀନ(ଦେଖ) — Apāchīna (See)