ଅପାଟପ Apātapa

  • ଦେ. ବିଣ[ସଂ. ଅପାଟବ(?) କିନ୍ତୁ ଅର୍ଥ ଭିନ୍ନ] — ଅଯୌକ୍ତିକ; ଅସଙ୍ଗତ — Unreasnable
  • ଦେ. ବିଣ[ସଂ. ଅପାଟବ(?) କିନ୍ତୁ ଅର୍ଥ ଭିନ୍ନ] — ଅଟପା; ଅଖଞ୍ଜିଆ — Awkward
  • ଦେ. ବିଣ[ସଂ. ଅପାଟବ(?) କିନ୍ତୁ ଅର୍ଥ ଭିନ୍ନ] — ଅସଙ୍ଗତାର୍ଥକ; ପ୍ରସ୍ତାବ ପ୍ରତି ଅପ୍ରଯୁଜ୍ୟ — Not to the point; irrelevant
  • ଦେ. ବିଣ[ସଂ. ଅପାଟବ(?) କିନ୍ତୁ ଅର୍ଥ ଭିନ୍ନ] — ଅସମ୍ଭବ — Improbable
  • ଦେ. ବିଣ[ସଂ. ଅପାଟବ(?) କିନ୍ତୁ ଅର୍ଥ ଭିନ୍ନ] — ମୂର୍ଖ — Illiterate
  • ଦେ. ବିଣ[ସଂ. ଅପାଟବ(?) କିନ୍ତୁ ଅର୍ଥ ଭିନ୍ନ] — ଅସଭ୍ୟ — Uncivilized