ଅପାଣ୍ଡୁ Apāṇḍu

  • ଦେ. ବିଣ. ପୁଂ — ଅଯୋଗ୍ୟ — Unworthy; worthless
  • ଦେ. ବିଣ. ପୁଂ — ଏଡ଼େକ ସମ୍ଭର୍ବ କରି ହୋଇଲା ଅପାଣ୍ଡୁ—ପୀତାମ୍ବର, ନୃସିଂହପୁରାଣ।
  • ଦେ. ବି — କୁଳାଙ୍ଗାର — Unworthy son of a family; a disgrace to the family