ଅପାଣ୍ଡୁକ Apāṇḍuka

  • ଦେ. ବିଣ. ପୁଂ — ଅପାଣ୍ଡୁ (ଦେଖ) — Apāṇḍu (See)
  • ପ୍ରାଦେ. (ସମ୍ବଲପୁର) ବିଣ — ମୂର୍ଖ; ବୋକା — Stupid; foolish
  • ପ୍ରାଦେ. (ସମ୍ବଲପୁର) ବିଣ — ଝିଅ ବେଧାଇ ମାଇପୋ ଚଣ୍ଡ, ପୁଅ ଅପାଣ୍ଡୁକ ବାପର ଦଣ୍ଡ—ଢଗ।