ଅପରାଗ Aparāga

  • ସଂ. ବି (ଅପ+ରନଜ ଧାତୁ+ଭାବ. ଅ) — ବିରାଗ; ବିରକ୍ତି — Displeasure
  • ସଂ. ବି (ଅପ+ରନଜ ଧାତୁ+ଭାବ. ଅ) — ଦ୍ୱେଷ; ଶତ୍ରୁତା — Enmity