ଅପରା Aparā

  • ସଂ. ବି. ସ୍ତ୍ରୀ — ପଶ୍ଚିମ ଦିଗ — The West
  • ସଂ. ବି. ସ୍ତ୍ରୀ — ଜରାୟୁ — Womb; uterus
  • ସଂ. ବିଣ. ସ୍ତ୍ରୀ — ଅପରର ସ୍ତ୍ରୀଲିଙ୍ଗ — Feminine of Apara
  • ଦେ. ବିଣ — ଅନ୍ୟ; ପୃଥକ୍ — Another; different
  • ଦେ. ବିଣ — ପରାପତ ସେ ମୋ ଭାଗ୍ୟୁଁ ପରା। ପରାକ୍ରମ ନାହିଁ ମୋ ଅପରା / ପରାଣ ଭିନ୍ନେ ପ୍ରାଣୀ ପୁଣି ଜୀଅଇଁ ଶୁଣି ନ ଥିଲାଇଁ ପରମ୍ପରା ହେ କୋକିଳ— ଭଞ୍ଜ, ପ୍ରେମସୁଧାନିଧି।