ଅପରସ୍ପର Aparaspara

  • ସଂ. କ୍ରି. ବିଣ. (ଅ+ପରସ୍ପର) — ସର୍ବଦା; ନିୟତ — Continual
  • ସଂ. କ୍ରି. ବିଣ. (ଅ+ପରସ୍ପର) — ଯାହା ଅନ୍ୟୋଽନ୍ୟ ନୁହେ — Not mutual
  • ସଂ. କ୍ରି. ବିଣ. (ଅ+ପରସ୍ପର) — ସବୁବେଳେ — continually
  • ସଂ. କ୍ରି. ବିଣ. (ଅ+ପରସ୍ପର) — ଏକାବେଳକେ — At a time