ଅପରରାତ୍ର Aparatrātra

  • ସଂ. ବି. (ଅପର+ରାତ୍ରି) — ଶେଷରାତ୍ରି — The time after mid-night; the close of the night
  • ସଂ. ବି. (ଅପର+ରାତ୍ରି) — ଅର୍ଦ୍ଧରାତ୍ରର ପରଭାଗ ସମୟ — Short hours of the night
  • ସଂ. ବି. (ଅପର+ରାତ୍ରି) — ପୂର୍ବରାତ୍ରେ ଅପରରାତ୍ରେ ଜ୍ଞାନିମାନେ / ମନକୁ ସଂଯୁକ୍ତ କରନ୍ତି ପ୍ରତିଦିନେ—କୃଷ୍ଣସିଂହ, ମହାଭାରତ, ବନ।