ଅପରାଧ କରିବା Aparādha karibā

  • ଦେ. କ୍ରି — ଦୋଷ କରିବା; ଦଣ୍ଡାର୍ହ କାର୍ଯ୍ୟ କରିବା — To commit an offence
  • ଦେ. କ୍ରି — [ଦ୍ର—ଭିନ୍ନ ଭନ୍ନ ଅପରାଧର ଗୁରୁତା ଦୃଷ୍ଟିରେ ସରକାର ଭିନ୍ନ ଭିନ୍ନ ଦଣ୍ଡବିଧାୟକ ଆଇନ୍ କରି— ଅଛନ୍ତି।]