ଅପମରଣ Apamaraṇa

  • ସଂ. ବି. (ଅପ+ମୃ ଧାତୁ+ଭାବ. ଅନ) — ଅପମୃତ୍ୟୁ — Untimely death
  • ସଂ. ବି. (ଅପ+ମୃ ଧାତୁ+ଭାବ. ଅନ) — ଅପଘାତ ମୃତ୍ୟୁ — Accidental death
  • ସଂ. ବି. (ଅପ+ମୃ ଧାତୁ+ଭାବ. ଅନ) — ସେ ଲୋକଟି ଜାଣ ଅପମରଣରେ ମରେ। ପୀତାମ୍ବର, ନୃସିଂହପୁରାଣ।