ଅପଭ୍ରଂଶ Apabhraṁṡa
- ସଂ. ବି. (ଅପ+ଭ୍ରନ୍ଶ୍ ଧାତୁ+ଭାବ. ଅ) — ବିନାଶ — Destruction
- ସଂ. ବି. (ଅପ+ଭ୍ରନ୍ଶ୍ ଧାତୁ+ଭାବ. ଅ) — ଅବନତି — Deterioration
- ସଂ. ବି. (ଅପ+ଭ୍ରନ୍ଶ୍ ଧାତୁ+ଭାବ. ଅ) — ଇତରଜନକଥିତ ଭାଷା — Vulgar dialect
- ସଂ. ବି. (ଅପ+ଭ୍ରନ୍ଶ୍ ଧାତୁ+ଭାବ. ଅ) — କୁତ୍ସିତ ଭାଷା — Degenerated form of a word
- ସଂ. ବି. (ଅପ+ଭ୍ରନ୍ଶ୍ ଧାତୁ+ଭାବ. ଅ) — ସାଧୁଭାଷାର ଅଶୁଦ୍ଧ ରୂପାନ୍ତର — Vulgarised form of a word; current word derived from a Sanskrit word