ଅପଭାଷା Apabhāshā
- ସଂ. ବି. (ଅପ=ନୀଚ; ଅସାଧୁ+ଭାଷା) — ଅସାଧୁ ଭାଷା — Low or obscene language
- ସଂ. ବି. (ଅପ=ନୀଚ; ଅସାଧୁ+ଭାଷା) — ନୀଚ ଭାଷା; କୁଭାଷା — Indecent words
- ସଂ. ବି. (ଅପ=ନୀଚ; ଅସାଧୁ+ଭାଷା) — ଅପକୃଷ୍ଟ ଭାଷା — Vulgar talk
- ସଂ. ବି. (ଅପ=ନୀଚ; ଅସାଧୁ+ଭାଷା) — ଇତର ଜନ ବ୍ୟବହୃତ ଭାଷା — Common jargon