ଅପବ୍ୟୟ Apabyaya

  • ସଂ.ବି. (ଅପ=ଅପକୃଷ୍ଟ+ବ୍ୟୟ) — କୁକାର୍ଯ୍ୟରେ ଧନର ବ୍ୟୟ — Prodigality
  • ସଂ.ବି. (ଅପ=ଅପକୃଷ୍ଟ+ବ୍ୟୟ) — (ଧନ ବା ସମୟର) ବୃଥା ବ୍ୟୟ — Squandering; waste