ଅପଭାଷିତ Apabhāshita

  • ସଂ. ବିଣ. (ଅପ+ଭାଷା ଧାତୁ+କର୍ମ. ତ) — କୁଭାଷିତ — Ill spoken
  • ସଂ. ବିଣ. (ଅପ+ଭାଷା ଧାତୁ+କର୍ମ. ତ) — ନୀଚ ଭାଷାରେ କଥିତ — Spoken indecently