ଅପମନ୍ତବ୍ୟ Apamantabya

  • ସଂ. ବିଣ. (ଅପ+ମନ୍ ଧାତୁ+କର୍ମ. ତବ୍ୟ) — ଅନାଦରଣୀୟ — Fit to be insulted
  • ସଂ. ବିଣ. (ଅପ+ମନ୍ ଧାତୁ+କର୍ମ. ତବ୍ୟ) — ଅବଜ୍ଞାତ; ହେୟ — Contemptible