ଅପବିଦ୍ଧ Apabiddha
- ସଂ. ବିଣ. (ଅପ+ବ୍ୟଧ ଧାତୁ+କର୍ମ. ତ) — ଚୂର୍ଣ୍ଣିତ — Broken into small fragments
- ସଂ. ବିଣ. (ଅପ+ବ୍ୟଧ ଧାତୁ+କର୍ମ. ତ) — ପରିତ୍ୟକ୍ତ — Abandoned; rejected
- ସଂ. ବିଣ. (ଅପ+ବ୍ୟଧ ଧାତୁ+କର୍ମ. ତ) — ପ୍ରକ୍ଷିପ୍ତ — Thrown away
- ସଂ. ବିଣ. (ଅପ+ବ୍ୟଧ ଧାତୁ+କର୍ମ. ତ) — ପ୍ରେରିତ — Sent