ଅପବିତ୍ରତା Apabitratā

  • ସଂ. ବି. (ଅପବିତ୍ର=ଅଶୁଦ୍ଧ+ଭାବ. ତା) — ଅବିଶୁଦ୍ଧତା; ଅଶୁଦ୍ଧତା — Unholiness
  • ସଂ. ବି. (ଅପବିତ୍ର=ଅଶୁଦ୍ଧ+ଭାବ. ତା) — ଅପରିଚ୍ଛନତା — Uncleanliness