ଅପମାନିତ Apamānita

  • ସଂ. ବିଣ. ପୁ. (ଅପମାନ+ସଂଜାତ ଅର୍ଥରେ; ଇତ) — ଅପମାନଗ୍ରସ୍ତ; ଅନାଦୃତ — Slighted
  • ସଂ. ବିଣ. ପୁ. (ଅପମାନ+ସଂଜାତ ଅର୍ଥରେ; ଇତ) — ହତାଦରପ୍ରାପ୍ତ — Dishonoured; disgraced
  • ସଂ. ବିଣ. ପୁ. (ଅପମାନ+ସଂଜାତ ଅର୍ଥରେ; ଇତ) — ତିରଷ୍କୃତ — Affronted; rebuked