ଅନ୍ନାଦ Annāda

  • ସଂ. ବିଣ. ପୁଂ. (ଅନ୍ନ+ଅଦ ଧାତୁ=ଭୋଜନ କରିବା+ କର୍ତ୍ତୃ. ଅ) — ପରାନ୍ନଭୋଜୀ; ପରଭାତୁଆ — Subsisting on another's food
  • ସଂ. ବିଣ. ପୁଂ. (ଅନ୍ନ+ଅଦ ଧାତୁ=ଭୋଜନ କରିବା+ କର୍ତ୍ତୃ. ଅ) — ଅନ୍ନଭୋଜୀ; ଅନ୍ନାହାରୀ — Rice-eating; subsisting on food
  • ସଂ. ବି. — ବିଷ୍ଣୁ (ଯାହାଙ୍କୁ ଅନ୍ନଭୋଗ ଲଗାଯାଏ) — The God Bishṇu (to whom cooked fice is offered.)