ଅନ୍ନରସ Annarasa
- ସଂ. ବି. ( 6 ଷ୍ଠୀ ତତ୍; ଅନ୍ନ+ରସ) — ପେଟରେ ଖାଦ୍ୟ ଦ୍ରବ୍ୟର ପରିପାକ ହେଉଥିବା ଅବସ୍ଥାରେ ତହିଁରୁ ନିର୍ଗତ ହେବା ଶୁକ୍ଳ ରସ (ଏହା ଶରୀରସ୍ଥ ସପ୍ତ ଧାତୁ ମଧ୍ୟରୁ ଏକତମ। ରସତଳେ ନୋଟ୍ ଦେଖ।) — The white fluid drawn from food while in the process of digestion in the stomach; chyle