ଅନ୍ନସିଦ୍ଧି Annasiddhi

  • ସଂ. ବି. ( 6 ଷ୍ଠୀ ତତ୍; ଅନ୍ନ+ସିଧ୍ ଧାତୁ+ତି) — ଅନ୍ନପାକ; ରୁଷେଇ; ରନ୍ଧନ — Cooking of rice
  • ସଂ. ବି. ( 6 ଷ୍ଠୀ ତତ୍; ଅନ୍ନ+ସିଧ୍ ଧାତୁ+ତି) — ଅମେଧ ଗୃହରେ ନ କରିବି ଅନ୍ନସିଦ୍ଧି। ପ୍ରାଚୀ—ଗୁରୁଭକ୍ତିଗୀତା।