ଅନ୍ନାର୍ଥ Annārtha

  • ଦେ. ଅ (ନିତ୍ୟ ସମାସ ସଂ. ଅନ୍ନାର୍ଥଂ.) — ଅନ୍ନ ନିମନ୍ତେ; ମୁଠାଏ ଭାତ ପାଇବା ଆଶାରେ — For food; in hope of having a handful of rice
  • ସଂ. ବିଣ. ପୁଂ. (ଅନ୍ନ+ଅର୍ଥ) — ଅନ୍ନାର୍ଥୀ (ଦେଖ) — Annārthī (See)