ଅନ୍ନଭୋକ୍ତା Annabhoktā
- ସଂ. ବିଣ. ପୁଂ. (ଅନ୍ନ+ଭୁଜ ଧାତୁ+କର୍ତ୍ତୃ. ତୃ. 1 ମା. 1 ବ.) — ପକ୍ୱାଭୋଜୀ — Eating cooked food
- ସଂ. ବି. — କୌଣସି ପରିବାରରେ ପରିଶ୍ରମ ନ କରି ଭୋଜନ କରିବା ବ୍ୟକ୍ତି — A member of the family who is maintained without doing any work
- ସଂ. ବି. — ପରିବାରର ବ୍ୟକ୍ତି — A member of the family