ଅନ୍ନାର୍ଥୀ Annārthī

  • ସଂ. ବିଣ. ପୁଂ. (ଅନ୍ନ+ଅର୍ଥ+କର୍ତ୍ତୃ. ଇନ୍ 1 ମା. 1 ବ.)— କ୍ଷୁଧିତ ହୋଇ ଖାଇବାକୁ ଅନ୍ନ ପ୍ରାର୍ଥନା କରୁଥିବା (ବ୍ୟକ୍ତି) — Desirous of food; solicitions of getting a meal
  • ସଂ. ବିଣ. ପୁଂ. (ଅନ୍ନ+ଅର୍ଥ+କର୍ତ୍ତୃ. ଇନ୍ 1 ମା. 1 ବ.)— କ୍ଷୁଧିତ — Hungry