ଅନ୍ନାହାର୍ୟ୍ୟ Anwāhārj̄ya

  • ସଂ. ବି. (ଅନୁ=ପଶ୍ଚାତ୍+ଆ+ହୁ ଧାତୁ+କର୍ମ. ଯ) — ପିତୃଲୋକଙ୍କର ମାସିକ ଶ୍ରାଦ୍ଧ; ଅମାବାସ୍ୟା ଶ୍ରାଦ୍ଧ — Monthly srāddha performed in honour of one's ancestors on the day of the new moon