ଅନ୍ତି Anti

  • ଦେ. ବି. (ସଂ. ଅନ୍ତ୍ର) — କଖାରୁ ପ୍ରଭୃତି ଫଳ ମଧ୍ୟସ୍ଥିତ ଅଖାଦ୍ୟ ଅଂଶ — The refuse matter inside some fruits; the core of any fruit
  • ଦେ. ବି. (ସଂ. ଅନ୍ତ୍ର) — କୌଣସି ପଦାର୍ଥର ମଧ୍ୟସ୍ଥ ଅଂଶ — The inside of any thing